Sunday, 1 September 2019

अर्बन नक्सल : हाईकोर्ट ने कहा, ‘किताबों, सीडी से लगता है आप प्रतिबंधित संगठन का हिस्सा हो !’

अर्बन नक्सल : हाईकोर्ट ने कहा, ‘किताबों, सीडी से लगता है आप प्रतिबंधित संगठन का हिस्सा हो !’

बॉम्बे हाईकोर्ट ने भीमा कोरेगाँव मामले की सुनवाई करते हुए वर्नोन गोंजाल्विस के पास से मिले आपत्तिजनक पुस्तकों व सीडी को लेकर उनसे सवाल किया। न्यायालय ने कहा कि जिस प्रकार की पुस्तकें गोंजाल्विस ने अपने घर में रखी है, उससे प्रतीत होता है कि वह प्रतिबंधित संगठन का हिस्सा हैं। बॉम्बे हाईकोर्ट तीन आरोपित वर्नोन गोंजाल्विस, सुधा भारद्वाज और अरुण फरेरा की जमानत याचिका पर सुनवाई कर रही है। जनवरी १, २०१८ को भीमा कोरेगाँव में हुई हिंसा के सम्बन्ध में इन तीनों को गिरफ़्तार किया गया था।
न्यायालय ने इस बात पर नाराजगी जताई कि गोंजाल्विस के घर से मिले पुस्तकों व सीडी को पुलिस ने बरामद वस्तुओं की सूची में नहीं रखा था। न्यायालय ने पूछा कि उनके अंदर क्या है ? साथ ही हाईकोर्ट ने उन्हें भी चार्जशीट का हिस्सा बनाने की सलाह दी। गोंजाल्विस के घर से जय भीम कॉमरेड की सीडी और आनंद पटवर्धन की डॉक्यूमेंट्री मिली। कबीर कला मंच द्वारा जारी सीडी राज्य दमन विरोधी, मार्क्सिस्ट आर्काइव्स, वार एंड पीस इन जंगलमहल, अंडरस्टैंडिंग माओइस्ट, आरसीपी रीव्यू गोंजाल्विस के घर से बरामद की गईं।

यह भी पढें : वर्ष २०१२ में बंद की गई नक्सली संगठनों की जांच पुनः आरंभ की गई, तो और अनेक नक्सली कार्रवाईयां उजागर होंगी ! – अधिवक्ता श्री. संजीव पुनाळेकर

न्यायालय ने गोंजाल्विस से पूछा की ये किताबें और सीडी उनके घर में क्या कर रही थीं ? तीनों ही आरोपितों के खिलाफ गैर-कानूनी गतिविधि रोकथाम अधिनियम (UAPA) के तहत मामला दर्ज किया गया था। गोंजाल्विस के पास मिली एक सीडी के नाम में ही ‘राज्य के दमन का विरोध’ था, जिस पर न्यायालय ने आपत्ति जताई।
पुणे पुलिस का कहना है कि ३१ दिसंबर २०१७ को आयोजित किए गए एलगार परिषद के कार्यक्रम का माओवादियों ने समर्थन किया था और उस कार्यक्रम में उकसाने वाले भाषण दिए गए थे जिससे अगले दिन वहां हिंसा भड़क गई थी। गोंजाल्विस के वकील का कहना है कि उनके खिलाफ सारा मामला कम्प्यूटर से मिले ईमेल और पत्रों के आधार पर बनाया गया है।

यह भी पढें : महाराष्ट्र में अनेक स्थान पर ‘पू. भिडेगुरुजी सम्मान मोर्चा’ में हिन्दुत्वनिष्ठ संगठनों के साथ सहस्त्रों धारकरी हुए संगठित !

गोंजाल्विस के वकील ने न्यायालय में बहस करते हुए कहा कि केवल ऐसी सामग्रियाँ रखने भर से ही कोई व्यक्ति आतंकवादी या माओवादी नहीं बन जाता। उन्होंने गोंजाल्विस के जमानत की माँग की। न्यायालय ने बचाव पक्ष को कहा कि उन्हें जवाब देना पड़ेगा कि ये चीजें उनके पास क्यों थीं ? साथ ही पुणे पुलिस को भी हाईकोर्ट ने कहा कि वो साबित करे कि ये सामग्रियाँ गोंजाल्विस के खिलाफ ठोस सबूत की तरह हैं।
स्त्रोत : ऑपइंडिया 

Thursday, 4 April 2019

4 BSF jawans killed in Maoist ambush in Bastar



Raipur : In a major attack ahead of the polls, Maoists ambushed a team of Border security Force (BSF) on Thursday, killing an assistant sub inspector and three constables in Kanker district in tribal Bastar region of Chhattisgarh.
The incident took place when a team of BSP personnel was on a routine area domination operation in the forests of Mahala area when the rebels ambushed them and opened indiscriminate fire, leading to a gunbattle.
Kanker additional superintendent of police Kirtan Rathore told TOI that four personnel, an ASI and three constables, were killed in the incident while two others were injured in the attack. All the injured were rushed to a nearby hospital at Pakhanjoor.
Today’s attack is a major incident ahead of the coming Lok sabha polls as Maoist rebels have given a call for boycott of elections. Earlier, Maoists had dropped pamphlets and also put up banners in the remote areas of Bastar (ST) and Kanker (ST) constituencies calling for boycott of elections.
A large contingent of paramilitary forces have been deployed in the Maoist affected constituencies of Bastar and Kanker constituencies for search, combing and area domination exercises to ensure smooth polling on April 11 in Bastar (ST) constituency and in the second phase on April 18 in Kanker (ST) constituency.
Source : TOI

Wednesday, 3 October 2018

ଛାତ୍ରଙ୍କୁ ଅପହରଣ କରିନେଲେ ମାଓବାଦୀ


ରାୟପୁର, ୩/୧୦ : ପୁଣି ମାଓବାଦୀଙ୍କ ଅଭାବନୀୟ କାଣ୍ଡ  । ଛତିଶଗଡ଼ ସୀମା ସୁକୁମା ଜିଲ୍ଲା ଅନ୍ତର୍ଗତ କୋତାଚେ ଠାରୁ ଜଣେ ୧୨ ବର୍ଷୀୟ ଛାତ୍ରଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି  । ସୁକୁମା ଏସ୍‍ପି ଅଭିଷେକ ମୀନାଙ୍କ କହିବାନୁସାରେ, ଛାତ୍ର ଜଣକ କୋଣ୍ଟାରୁ ଭେଜ୍ଜି ଫେରୁଥିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି  । କାରଣ କୋଣ୍ଟାରୁ ଆସୁଥିବା ଏକ ପିଡିଏସ୍‍ ରାସନ୍‍ ବୋଝେଇ ଟ୍ରକ୍‍କୁ ନକ୍ସଲମାନେ ନିଆଁ ଲଗାଇବା ପାଇଁ ଯୋଜନା କରିଥିଲେ  । କିନ୍ତୁ ଟ୍ରକ୍‍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା  । ସେହି ସମୟରେ କୋଣ୍ଟାର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୧୨ ବର୍ଷ ଛାତ୍ର ପୋଡିୟମ ମୁକେଶ ଘକୁ ଫେରୁଥିବାବେଳେ ନକ୍ସଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ  । ତେବେ ତାଙ୍କ ସନ୍ଧାନରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‍ ଚଳାଇଥିବା ଜଣାପଡ଼ିଛି  ।

Tuesday, 2 October 2018

୨୮ ମାଓବାଦୀଙ୍କ ନିହତ ପରେ ଲାଲ ସଙ୍ଗଠନ ପ୍ରତିକ୍ରିୟାଶୀଳ!


ଭୁବନେଶ୍ୱର : ମାଲକାନଗିରିରେ ଆନ୍ଧ୍ର-ଓଡ଼ିଶା ପୁଲିସର ମିଳିତ ମାଓ ଦମନ ଅଭିଯାନରୁ ବଡ଼ଧରଣର ସଫଳତା ମିଳିଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୁଲିସର ମିଳିତ ଅପରେସନରେ ୨୮ଜଣ ମାଓବାଦୀଙ୍କ ନିହତ ପରେ ଲାଲ ସଙ୍ଗଠନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି  । କୌଣସି ସ୍ଥାନରେ ବି ଲାଲବାହିନୀ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି । ସେ ଦୃଷ୍ଟିରୁ କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି  ।ଏ ନେଇ ଗୃହବିଭାଗ ପମୁଖ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଅବିଭକ୍ତ କଳାହାଣ୍ଡି ଓ କୋରାପୁଟ ଜିଲାରେ ସିଆର୍‍ପିଏଫ୍‍, ଏସ୍‍ଓଜି ଏବଂ ବିଏସ୍‍ଏଫ୍‍ ଯବାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ମାଓ ଦମନ ପାଇଁ ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ କରିବାକୁ ସେମାନଙ୍କୁ କୁହାଯାଇଛି । ମାଲକାନଗିରିରେ ଆଇଜି (ଅପରେସନ), ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏବଂ ମାଲକାନଗିରି ଏସ୍‍ପି ସ୍ଥିତି ଉପରେ ନଜର ରଖିଛନ୍ତି । ସେଠାରେ ମାଓ ଦମନ ଅବ୍ୟାହତ ରହିବ ଏବଂ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ମାଓ ବିରୋଧୀ ସ୍ଥିତି ସମୀକ୍ଷା ଲାଗି ଆଇଜି ଅପରେସନ ଆର୍‍.ପି. କୋଚେ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଏସ୍‍. ସାଇନି ମାଲକାନଗିରି ପରିଦର୍ଶନ କରିଛନ୍ତି  । ମାଓବାଦୀମାନେ ୨୪ତାରିଖ ପୁଲିସ ଅପରେସନ ପରେ ରାଜ୍ୟର କେତେକ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି  । କଳାହାଣ୍ଡି ଜିଲାର କାଟ୍‍ଲାଙ୍ଗା ଗାଁର ମୁଖିଆ ଚେମୁ ହରିଜନଙ୍କୁ ସୂଚନାଦାତା ସନ୍ଦେହରେ ହତ୍ୟା କରିଥିବାବେଳେ ୭ଜଣଙ୍କୁ ଅପହରଣ କରିନେଇଛନ୍ତି  । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି  । ଅନ୍ୟପକ୍ଷରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେଥିରୁ ୧୮ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଅବଶିଷ୍ଟ ମୃତଦେହ ଗୁଡ଼ିକ ଶୀଘ୍ର ଚିହ୍ନଟ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଚିହ୍ନଟ ମୃତଦେହରୁ ସମସ୍ତେ ମାଓନେତା ଆରକେ ଗ୍ରୁପର ବୋଲି କୁହାଯାଉଛି । ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଳକ ପଣସପୁଟ ଠାରେ ଗତ ସୋମବାର ମୃତ୍ୟୁ ବରଣ କରିଥିବା ୧୧ ଜଣ ମାଓବାଦୀଙ୍କ ପରିଚୟ ମିଳିଥିବା ବେଳେ ଆଜି ୬ ଜଣ ମାଓବାଦୀଙ୍କ ପରିଚୟ ମଳିଛ

ମାଓ ଦୌରାତ୍ମ୍ୟ


ମାଓ ଦୌରାତ୍ମ୍ୟ ଦମନରେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ ହୋଇଥିଲେ ସୁଦ୍ଧା ସେମାନେ ପୁଣି ସକ୍ରିୟ ହେଉଛନ୍ତି । କିଛି ଦିନର ବ୍ୟବଧାନପରେ ମାଓବାଦୀ ମାନେ ପୁଣି ମାତିଛନ୍ତି । ରବିବାର ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାରେ ମାଓବାଦୀଙ୍କ ଗୁଳିରେ ଶାସକ ଟିଡିପିର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକ ପ୍ରାଣ ହରାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ମାଓବାଦୀମାନେ ଏତେ ଶୀଘ୍ର ହାର ମାନିବା ସମ୍ଭବ ନୁହେଁ । କିଛି ସମୟ ପାଇଁ ସେମାନେ ସୁପ୍ତ ଅବସ୍ଥାରେ ଥିଲେ ଏବଂ ନୂଆ ଆକ୍ରମଣାତ୍ମକ ଯୋଜନା ପାଇଁ ଶକ୍ତି ସଞ୍ଚୟ କରୁଥିଲେ । ଏବେ ମଉକା ପାଇଁ ସେମାନେ ପୁଣି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଆନ୍ଧ୍ରପ୍ରଦେଶରେ କେବଳ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ସୁରକ୍ଷା ବାହିନୀ ପ୍ରତି ଆହ୍ୱାନ ମଧ୍ୟ ସୃଷ୍ଟି କରିଛି । ଏହା ପରେ ଆନ୍ଧ୍ର-ଓଡ଼ିଶା ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହି ଘଟଣା ଆମ ଗୁଇନ୍ଦା ବ୍ୟବସ୍ଥାର ସୁର୍ବଳତାକୁ ପୁଣି ପ୍ରମାଣିତ କରିଛି । ଏହା ସହିତ ମାଓ ଉପଦ୍ରୁତ ଅଞ୍ଚଳରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ଏବଂ ମାଓବାଦୀମାନଙ୍କ ଗତିବିଧି ଉପରେ ଅଧିକ ଲକ୍ଷ୍ୟ ରଖିବାର ଆବଶ୍ୟକତାକୁ ଅନୁଭବ କରାଇଛି । ମାଓବାଦୀଙ୍କ ଆକ୍ରମଣର ଶୀକାର ହୋଇଥିବା ଟିଡିପିର ଦୁଇନେତାଙ୍କ ବିରୋଧରେ ଦୁର୍ନୀତି ଓ ଖଣି ମାଫିଆଙ୍କ ସହ ସମ୍ପର୍କ ରକ୍ଷା ଅଭିଯୋଗ ହୋଇଥିଲା । କିନ୍ତୁ ସେମାନଙ୍କୁ ହତ୍ୟା କଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ । ଜଣେ ଦୁର୍ନୀତିଗ୍ରସ୍ତ ବା ଶୋଷଣକାରୀ ହତ୍ୟାର ଶୀକାର ହେଲେ ତାଙ୍କ ସ୍ଥାନରେ ନୂଆ ବ୍ୟକ୍ତି ଶୂନ୍ୟସ୍ଥାନ ପୂରଣ କରିବାକୁ ଆଗେଇ ଆସିବେ । କୋ÷ଣସି ନେତା ବା ବ୍ୟକ୍ତିକୁ ହତ୍ୟା କଦାପି କୋ÷ଣସି ସମସ୍ୟାକୁ ଦୂର କରିପାରେନା । ବ୍ୟବସ୍ଥାରେ ପରିବର୍ତ୍ତନ ନହେଲେ ସମାଜ ପରିବର୍ତ୍ତନ ଅସମ୍ଭବ । ତେଣୁ ମାଓବାଦୀମାନେ ଯଦି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରାଣ ନାଶ କରି, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି ସମାଜରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ତେବେ ଏହା କଦାପି ସଫଳ ହେବ ନାହିଁ । ଏଥିପାଇଁ ଗଣତାନ୍ତ୍ରିକ ଉପାୟରେ ଜନଜାଗରଣ ଓ ଗଣଆନ୍ଦୋଳନ ଆବଶ୍ୟକ । ମାଓବାଦୀମାନେ ଆନ୍ଧ୍ରପ୍ରଦେଶରେ ଶାସକ ଦଳର ଦୁଇଜଣ ନେତାଙ୍କୁ ହତ୍ୟା କରିବା ନିନ୍ଦନୀୟ ଏବଂ ଏହା ଆଇନ ଦୃଷ୍ଟିରୁ ଗର୍ହିତ ଅପରାଧ । ଅତୀତରେ ଏମିତି ଅନେକ ଆକ୍ରମଣ ହୋଇଛି । ଅନେକ ନିର୍ବାଚିତ ଜନପ୍ରତିନିଧିଙ୍କୁ ହତ୍ୟା କରାଯାଇଛି ବା ହତ୍ୟା ଉଦ୍ୟମ ହୋଇଛି । ୨୦୦୩ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ତକ୍ରାଳିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ହତ୍ୟା ପାଇଁ ମାଓବାଦୀମାନେ କରିଥିଲେ ଉଦ୍ୟମ । ଏଥିରୁ ସେ ଅଳ୍ପକେ ବର୍ତ୍ତିଗଲେ । ସେହିପରି ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଆକ୍ରମଣରେ ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମାଚରଣ ଶୁକ୍ଳା ପ୍ରାଣ ହରାଇଥିଲେ । କିଛି ବର୍ଷ ତଳେ ମାଓବାଦୀମାନେ ଓଡ଼ିଶାର ଜଣେ ବିଧାୟକ(ବର୍ତ୍ତମାନ ସାଂସଦ) ଓ ଜଣେ ଜିଲ୍ଲାପାଳଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍ ରଖ୍ିଥିଲେ । କିନ୍ତୁ ମାଓବାଦୀମାନେ ଏହା ଦ୍ୱାରା କିଛି ଲାଭ ପାଇଲେ କି? ଏହା ଦ୍ୱାରା ସେମାନଙ୍କର ଳକ୍ଷ୍ୟ, ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନା ସେମାନଙ୍କର ଆଦର୍ଶ ପ୍ରତିଷ୍ଠିତ ହୋଇପାରିଲା । ସମୟ ବଦଳିଛି, ଏବେ ସଶସ୍ତ୍ର ସଂଗ୍ରାମ ଦ୍ୱାରା କୋ÷ଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ମାଓବାଦୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର କ୍ରମାଗତ ଅଭିଯାନ ଫଳରେ ସେମାନେଏବେ ଚାପରେ ଅଛନ୍ତି । ସ୍ଥାନୀୟ ଅଧିବାସୀ ବିଶେଷକରି ଆଦିବାସୀ ମାନଙ୍କ ସମର୍ଥନ ଓ ସହାନୁଭୂତି ସେମାନଙ୍କ ପ୍ରତି କମୁଛି । ତେଣୁ ମାଓବାଦୀମାନେ ଏବେ ସେମାନଙ୍କୁ ଭୟଭୀତ କରି ନିଜ ସପକ୍ଷରେ ରକିବାକୁ ଉଦ୍ୟମ କରୁଛନ୍ତି । ସେମାନେ ଭୟଭୀତ ଓ ଦୁର୍ବଳ ଏହାକୁ ମାନିବାକୁ ସେମାନେ ନାରାଜ୍ । ଏଭଳି ଧାରଣାକୁ ଭୂଲ୍ ପ୍ରମାଣିତ କରିବା ପାଇଁ ସେମାନେ ଏବେ ଯୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସେମାନେ ହତ୍ୟା, ବିସ୍ଫୋରଣ ଓ ଅପହରଣ କରୁଛନ୍ତି । ନିରୀହ, ନିରସ୍ତ୍ର ବ୍ୟକ୍ତିଙ୍କୁ ଶୀକାର କରୁଛନ୍ତି । ଏହା ନିହାତି କାପୁରୁଷୋଚିତ କାର୍ଯ୍ୟ ଏବଂ ନିନ୍ଦନୀୟ । ମାଓବାଦୀମାନେ ଏବେ ସେମାନଙ୍କ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ, ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ନିଶା କାରବାରକୁ ଅର୍ଥ ସଂଗ୍ରହର ମୁଖ୍ୟ ମାଧ୍ୟମ କରିଛନ୍ତି । ଚୋରା ନିଶା କାରବାର କରି ସେମାନେ କୋଟି କୋଟି ଟଙ୍କା ସଂଗ୍ରହ କରୁଛନ୍ତି । ଏହାର ବଡ଼ ଅଂଶ ସେମାନେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟ ଯନ୍ତ୍ରପାତି ତଥା ମାଓବାଦୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଅନ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି । ଆଉ ଟପ୍ ମାଓନେତାମାନେ ଏହି ଅର୍ଥରେ ବେଶ ଅୟସ ବିଳାସରେ ଜୀବନ ଅତିବାହିତ କରୁଛନ୍ତି ।