Friday 28 September 2018

भीमा-कोरेगांव हिंसा : सर्वोच्च न्यायालय ने पांचों नक्सली कार्यकर्ताओं की नजरबंदी ४ हफ्ते बढाई


  • पुणे पुलिस ने २८ अगस्त को पांचों कार्यकर्ताओं को गिरफ्तार किया था
  • पुणे पुलिस का दावा – हिंसा फैलाने की साजिश रच रहे थे गिरफ्तार कार्यकर्ता
  • न्यायालय ने नजरबंदी में रखने का दिया था आदेश
नई दिल्ली – सर्वोच्च न्यायालय ने शुक्रवार को भीमा-कोरेगांव हिंसा मामले में फैसला सुनाया। इसमें पांचों सामाजिक कार्यकर्ताओं की नजरबंदी चार हफ्ते के लिए बढ़ा दी और मामले की एसआईटी से जांच कराने की मांग खारिज कर दी। न्यायालय ने कहा कि पांचों कार्यकर्ता निचली अदालत से राहत की गुहार लगा सकते हैं। पुणे पुलिस ने २८ अगस्त को सामाजिक कार्यकर्ता अरुण फरेरा, गौतम नवलखा, सुधा भारद्वाज, वरवर राव और वेरनन गोंजाल्विस को हिरासत में लिया था। इन पर हिंसा भडकाने की साजिश रचने का आरोप है।
स्त्रोत : भास्कर

४ सितंबर २०१८

भीमा कोरेगांव : मुठभेड में मारे गए नक्सली कमांडर के अंतिम संस्कार में शामिल हुए थे वरवरा राव

वरवरा राव उन पांच कार्यकर्ताओं में शामिल हैं जिन्हें पुणे पुलिस ने भीमा कोरेगांव हिंसा में भूमिका होने के कारण से गिरफ्तार किया था। हालांकि उच्चतम न्यायालय के आदेश के बाद उन्हें घर में नजरबंद करके रखा गया है। वरवरा राव एक नक्सली कमांडर के अंतिम संस्कार में शामिल हुए थे जो कि पुलिस मुठभेड में मारा गया था। एक अंग्रेजी अखबार ने सुरक्षा एजेंसियों के सूत्रों के अनुसार लिखा है कि सीपीआई (माओवादी) कमांडर के अंतिम संस्कार में राव ने शिरकत की थी। इस माओवादी कमांडर को पुलिस ने महाराष्ट्र के गढचिरौली में अप्रैल में हुई मुठभेड में मार गिराया था।
सूत्रों ने आगे बताया कि, वह उस बैठक का हिस्सा थे जो सीपीआई (माओवादी) डिविजनल समिति के सदस्य कापुका प्रभाकर की पहली जयंती के मौके पर आयोजित की गई थी। कापुका को २०१६ में सुरक्षाबलों ने ओडिशा के मल्कानगिरी मुठभेड में मार गिराया था।
सुरक्षा एजेंसियों का कहना है कि राव के दस्तावेज बताते हैं कि वह माओवादी फ्रंट रिवोल्यूशनरी डेमोक्रेटिक फ्रंट के राष्ट्रीय अध्यक्ष और माओवादियों सहयोगियों के मुख्य समन्वयक हैं। उनकी उपस्थिति श्रीकांत उर्फ श्रीनू, दक्षिण गढचिरौली डिविजनल समिति के सचिव के अंतिम संस्कार में दर्ज थी। यह अंतिम संस्कार २५ अप्रैल को तेलंगाना के जयशंकर-भूपलपल्ली में हुआ था। श्रीकांत उन ३८ नक्सलियों में शामिल था जिसे कि २२ अप्रैल को मार गिराया गया था। गृहमंत्रालय ने इस ऑपरेशन को बेहद सफल करार दिया था।
२४ अक्टूबर २०१७ को राव उस स्मरणोत्सव बैठक में शामिल हुए थे जिसे कि आरडीएफ, रिवोल्यूशनरी राइटर्स एसोसिएशन और तेलंगाना प्राजा फ्रंट ने कापुका प्रभाकर की पहली जयंती के मौके पर आयोजित किया था। प्रभाकर सीपीआई (माओवादी) को इसी दिन २०१६ में एंटी-एलडब्ल्यूई ऑपरेशन में ओडिशा के मल्कानगिरी में मार गिराया गया था।
 स्त्रोत : अमर उजाला

Sunday 23 September 2018

ଆନ୍ଧ୍ରରେ ପୁଣି ମାଓହିଂସା


ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ । ଦେଶର ବିକାଶରେ ଅନ୍ତରାୟ ସାଜିଥିବା ନକ୍ସଲଙ୍କୁ କ୍ଷମା ନୁହେଁ, ଆଲୋଚନା ବି ନୁହେଁ; ବରଂ ଅସ୍ତ୍ରରେ ଜବାବ ଦେବାକୁ ପଡ଼ିବ । ଏହା ଆମର ଉକ୍ତି ନୁହେଁ, ସୁରକ୍ଷା ଅଧିକାରୀମାନଙ୍କ ସ୍ୱଗତୋକ୍ତି । ଆନ୍ଧ୍ରର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୁମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଡୁମୁରିଗୁଡ଼ାରେ ଏକ ବିବାହ ଭୋଗଜିରେ ଯୋଗ ଦେଇ ଫେରୁଥିବାବେଳେ ତଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ (୪୫) ଆରାକୁ ଆଦିବାସୀ ବହୁଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିବାବେଳେ ତାଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ଶିବେରୀ ସୋମା (୫୨) ବିଶାଖାପାଟଣା ଠାରୁ ୧୨୫ କି.ମି. ଥୁଟାଙ୍ଗୀ ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ପ୍ରାୟ ୬୦ ଜଣ ସଶସ୍ତ୍ର ମାଓବାଦୀ ସେମାନଙ୍କ ଗାଡ଼ିକୁ ଅଟକାଇ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଗଣତନ୍ତ୍ର ପାଇଁ ବିପଦ । ଓଡ଼ିଶାର ରାଜନୈତିକ ଇତିହାସରେ ମଧ୍ୟ ପୂର୍ବରୁ ଏଭଳି ଘଟଣା ଘଟିଛି । ୨୦୧୧ ସେପ୍ଟେମ୍ବର ୨୩ରେ ଠିକ ୭ ବର୍ଷ ତଳେ ଲୋକଙ୍କ ଗହଣରେ ବସି ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବାବେଳେ ଉମରକୋଟର ତତକାଳୀନ ଯୁବ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ଆତତାୟୀ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିଲେ । କୌଣସି ଜନପ୍ରତିନିଧିଙ୍କୁ ଏଭଳି ହତ୍ୟା କରିବା କିଛି ନୂଆ ଘଟଣା ନୁହେଁ । ବିଧାୟକଙ୍କୁ ଯେଉଁଭଳି ଟାର୍ଗେଟ କରାଯାଉଛି, ତାହା ସୁପରିକଳ୍ପିତ ଥିବା ନିଃସନ୍ଦେହ । ବିଧାୟକ ବା ଜନପ୍ରତିନିଧିମାନେ ଆଦିବାସୀଙ୍କ ମଙ୍ଗଳପାଇଁ ପାରୁପର୍ଯ୍ୟନ୍ତ ଲଢ଼ିଥାନ୍ତି । ଗଣତନ୍ତ୍ର ପାଇଁ ଲୋକଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଥାନ୍ତି । ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି । ଯାହା ମାଓବାଦୀଙ୍କୁ ପସନ୍ଦ ନୁହେଁ । ଏଠାରେ ମନେ ପକାଇଦେବା ଉଚିତ ହେବ ଯେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର କିଛି ବର୍ଷ ତଳେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଆଜିର ଘଟଣା ପରେ ସ୍ପଷ୍ଟ ହୋଇଛି ଯେ ସେହି ନିର୍ଦ୍ଦେଶନାମାକୁ ଠିକ୍‍ ରୂପେ ପାଳନ କରାଯାଇନାହିଁ କିମ୍ବା ନିୟମାବଳୀରେ ଏପର୍ଯ୍ୟନ୍ତ ଦୁର୍ବଳତା ରହିଛି । ତେଣୁ ଏ ନେଇ ପୁଣିଥରେ ବିଚାରାଲୋଚନା କରାଯିବା ଆବଶ୍ୟକ । ଏହି ନିର୍ଦେଶନାମାର କେତୋଟି ପ୍ରମୁଖ ତଥା ପ୍ରାସଙ୍ଗିକ ଅଂଶ ହେଲା: ପ୍ରଥମ, ନକ୍ସଲ ଅଧ୍ୟୁଷିତ ଜିଲାର ଏସ୍‍ପିଙ୍କ ସହିତ ପରାମର୍ଶ କରିବାପରେ ହିଁ କୌଣସି ସାଧାରଣ ସଭା କରାଯିବ । ଏସ୍‍ପି ସଭାସ୍ଥଳ ଓ ସେଠାକୁ ଯିବାପାଇଁ ରାସ୍ତା ନିର୍ଦ୍ଧାରଣ କରିବେ । ସଭାପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜଗବନ୍ଧୁଙ୍କ ସଭା କ୍ଷେତ୍ରରେ ଏହା ଠିକ୍‍ରୂପେ ପାଳନ ହୋଇଛି ନା ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ । କାରଣ ଅର୍ଦ୍ଧସହସ୍ର ଜନତା ଉପସ୍ଥିତ ଥିବା ସ୍ଥାନରେ ଆଇନଶୃଙ୍ଖଳା ସମ୍ଭାଳିବାକୁ ମଧ୍ୟ ଅଧିକ ସୁରକ୍ଷା ଅଧିକାରୀଙ୍କ ଆବଶ୍ୟକତା ରହିଛି । ମାଓବାଦୀ ଅଞ୍ଚଳରେ ସବୁବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ଜରୁରୀ । ଏହି ଘଟଣା ପାଇଁ ରାଜ୍ୟ ସରକାର ମଧ୍ୟ କିଛି ମାତ୍ରାରେ ଦାୟୀ । ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ଶାସକ ଦଳକୁ ପ୍ରଶଂସା କରାଯାଇଥାଏ । ଅନୁରୂପ ଭାବେ ଯଦି ରାଜ୍ୟରେ ବିଶୃଙ୍ଖଳା, ଅରାଜକତା, ହିଂସାକାଣ୍ଡ ବଢିବା ସହ ଶାସନ ବ୍ୟବସ୍ଥାରେ ସ୍ଥାଣୁତା ଦେଖାଯାଏ ଓ ପ୍ରଗତି ପରାହତ ହୁଏ, ତା'ହେଲେ ଏଥିପାଇଁ ଶାସକ ଦଳ ନିନ୍ଦିତ ହୋଇଥାଏ । ଆନ୍ଧ୍ରରେ କିଛିବର୍ଷ ତଳେ ଯେଉଁ ନେତା ଓ ଦଳକୁ ଲୋକେ ପ୍ରଶଂସା କରୁଥିଲେ, ଏବେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଆନ୍ଧ୍ର ସରକାରଙ୍କ ଶାସନରେ ସ୍ଥାଣୁତା ଅନୁଭୂତ ହେଉଛି । ବିରୋଧୀ ଦଳଙ୍କ ନିରବତା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟତାର ଫାଇଦା ନେଇଚାଲିଛି ଶାସକ ଦଳ । ଦଳୀୟ କନ୍ଦଳ ଓ ଆଭ୍ୟନ୍ତରୀଣ ଗୋଡ଼ଟଣା ନୀତି ଜନତାଙ୍କ ନିକଟରେ ଏକ ଉତ୍ତମ ବିକଳ୍ପ ଦେଖାଉନି । ଆଗକୁ ନିର୍ବାଚନ ଆସୁଛି ସତ; ହେଲେ ଏଥିରୁ କେତେ ଫାଇଦା ବିରୋଧୀ ଉଠାଇବେ, ତାହା ଏକ ପ୍ରଶ୍ନବାଚୀ । ଗୋଟିଏ ଦଳର ଶାସନକୁ ଲୋକେ ଅତୀତରେଦେଖିଛନ୍ତି । ଯଦି ସେଭଳି ଆକର୍ଷଣୀୟ ନେତୃତ୍ୱ ଆଗକୁ ନରହେ, ତେବେ ଜନତାଙ୍କ ମନ ଜିତିବା କଷ୍ଟକର । ଶାସକ ଦଳର ବିଧାୟକଙ୍କୁ ଯେଭଳି ସ୍ପଷ୍ଟ ଦିବାଲୋକରେ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଗୁଳିକରି ହତ୍ୟା କରାଗଲା, ତାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଏକ ଉପହାସ ନୁହେଁକି? ଯେଉଁଠି ଶାସକ ଦଳର ବିଧାୟକ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ଲୋକଙ୍କ ସୁରକ୍ଷାର ସ୍ଥିତି କ’ଣ ତାହା ସହଜେ ଅନୁମେୟ । ତାଙ୍କୁ ମାଓବାଦୀ ହତ୍ୟା କରନ୍ତୁ କିମ୍ବା ହତ୍ୟାକାଣ୍ଡ ପଛର କାରଣ କୌଣସି ରାଜନୈତିକ ଶତ୍ରୁତା ଅଥବା ଆଦିବାସୀ-ବଙ୍ଗୀୟ ଶରଣାର୍ଥୀ ବିବାଦ ତଥା ବ୍ୟାବସାୟିକ ପ୍ରତିଦ୍ୱଦ୍ୱିତା ଥାଇପାରେ, ତାହା ଭିନ୍ନ କଥା; ମାତ୍ର ଏଭଳି ଅମାନବୀୟ କାଣ୍ଡ ଯେ ଗୁଇନ୍ଦା ବିଫଳତା ତାହା ସ୍ପଷ୍ଟ । ଜଣେ ବିଧାୟକଙ୍କୁ ମାଓବାଦୀମାନେ ରାସ୍ତାରେ ଘେରିଯିବା ଓ ହତ୍ୟା କରିବା ସମ୍ପର୍କରେ ପୁଲିସ ନଜାଣି ପରିବା ଆନ୍ଧ୍ର ପ୍ରଶାସନର ପାରିବାରପଣିଆ ପ୍ରତି ଏକ ଚାଲେଞ୍ଜ ନୁହେଁକି? ମାମଲାର ନିରପେକ୍ଷ ତଦନ୍ତ କରାଯିବା ଉଚିତ । ବିଧାୟକ ସର୍ବେଶ୍ୱର ଓ ଜଣେ ପୂର୍ବତନ ବିଧାୟକଙ୍କ ହତ୍ୟା ପରେ ହଠାତ୍‍ ବିଭାଗୀୟ ତତ୍ପରତା ପ୍ରକାଶ କୁମ୍ଭୀର କାନ୍ଦଣା ନୁହେଁ କି? ଜନପ୍ରତିନିଧିଙ୍କ ସୁରକ୍ଷା ନେଇ ଯଦି ସରକାର ପୂର୍ବରୁ ସର୍ତ୍ତାବଳୀ କାର୍ଯ୍ୟକାରୀ କରୁଥିଲେ, ତେବେ ଏଭଳି ଘଟଣା ବିଧାୟକ ସର୍ବେଶ୍ୱର ଓ ଜଣେ ପୂର୍ବତନ ବିଧାୟକଙ୍କ କ୍ଷେତ୍ରରେ କିଭଳି ଘଟିଲା? ତେଣୁ ସୁରକ୍ଷା ବ୍ୟବସ୍ଥାରେ ଖିଲାପ ହୋଇଛି । ପ୍ରଶାସନ ମଧ୍ୟ ଏହି ଘଟଣାରେ ଦାୟୀ । ଏବେ ଆସିବା ମାଓଦମନ ପ୍ରସଙ୍ଗକୁ । ନକ୍ସଲ ସଂଗଠନ ଯେ ଅତ୍ୟନ୍ତ ଦୁର୍ବଳ ତଥା ଅସହାୟ ହୋଇ ପଡ଼ିଲାଣି ତାହା ସେମାନଙ୍କର ଏଭଳି ଲୁଚାଛପା ଆକ୍ରମଣରୁ ପ୍ରମାଣିତ ହେଉଛି । ଯେଉଁ ଆଦର୍ଶ ଓ ସାମ୍ୟବାଦୀ ଚିନ୍ତାଧାରା ଲାଲ୍‍ ସଂଗଠନର ଭିତ୍ତିଭୂମି ଥିଲା ସଂପ୍ରତି, ସେମାନେ କେବଳ ଏହି ଧାରାରୁବିଚ୍ୟୁତ ହୋଇ ନାହାନ୍ତି, ବରଂ ସେମାନଙ୍କର ପାଦତଳୁ ମାଟି ଖସିଯାଇଛି । ସଂଗଠନ ସ୍ଥିତିକୁ ଜାହିର କରିବା ଓ ଜନସାଧାରଣଙ୍କ ମଧ୍ୟରେ ଭୟ, ଆତଙ୍କ ସୃଷ୍ଟି କରିବା ନିମନ୍ତେ ଅସହାୟ ମାଓବାଦୀ ଏଭଳି ଅଘଟଣ ଘଟାଇ ଚାଲିଛନ୍ତି । କିଛି ସମୟର ବ୍ୟବଧାନ ଭିତରେ ନିରୀହ ଲୋକମାନଙ୍କ ଉପରେ ଏଭଳି ଆକ୍ରମଣ କରିବା ଲାଲ୍‍ ବାହିନୀର ଏବେ ଏକ ଅସହାୟତା ପାଲଟିଗଲାଣି । ଗଣତନ୍ତ୍ର ଉପରେ ବିଶ୍ୱାସ ନରଖି ହିଂସା ଓ ବନ୍ଧୁକ ମୁନରେ ସ୍ୱରାଜ୍ୟର ସ୍ୱପ୍ନ ଦେଖୁଛନ୍ତି ମାଓବାଦୀ । ଲୋକତନ୍ତ୍ର ଓ ଜନାଧାରକୁ ନେଇ ସରକାର ଗଠନ ହୋଇଛି । ଯଦି ଏଥିରେ କିଛି ସମସ୍ୟା, ଅଭିଯୋଗ କିମ୍ବା ତ୍ରୁଟି ରହୁଛି ତାହା ହେଲେ ନିର୍ବାଚନରେ ଭାଗ ନେଇ ମାଓବାଦୀ ସଂଗଠନ ଜରିଆରେ ଏମାନେ ଜନତାଙ୍କ ପ୍ରତିନିଧିତ୍ୱ କରୁନାହାନ୍ତି କାହିଁକି? ମାଓବାଦୀମାନେ ବୁଝିବା ଦରକାର ଯେ, ହିଂସାକୁ ଅସ୍ତ୍ର କରି ଓ ଗଣତନ୍ତ୍ରର ପଥରୋଧ କରିବା ପାଇଁ ଉଦ୍ଦିଷ୍ଟ ଆନ୍ଦୋଳନ କେବେ ସଫଳ ହୋଇପାରିବନାହିଁ । କାରଣ ଦିନେ ନା ଦିନେ ରାଷ୍ଟ୍ର ଆହୁରି ଅଧିକ ହିଂସା ପ୍ରୟୋଗ କରି ଏହାକୁ ଦମନ କରିବ । ଏହା ବ୍ୟତୀତ ହିଂସାର ଭୟଙ୍କର ରୂପ ସାଧାରଣ ଲୋକମାନଙ୍କୁ, ଏପରିକି ଯେଉଁ ଗରିବ ଲୋକମାନଙ୍କ ସ୍ୱାର୍ଥ ପାଇଁ ଏ ଆନ୍ଦୋଳନ ଅଭିପ୍ରେତ ସେମାନଙ୍କୁ, ଆନ୍ଦୋଳନଠାରୁ ଦୂରେଇ ରଖିବ । ମାଓବାଦୀ ସେମାନଙ୍କ ପତିଆରା ଜାହିର କରିବାକୁ ଗଣତନ୍ତ୍ରର ବାଟ ଓଗାଳିବାକୁ ଚାହୁଛନ୍ତି ତେଣୁ ସାଧାରଣରେ ପୁଣି ଭୟ ସୃଷ୍ଟି କରିଛନ୍ତି । ଯେଉଁ ସଂଗଠନ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଉନି, ମୁଖ୍ୟସ୍ରୋତକୁ ଆସି ଜାତୀୟ ତଥା ଆଞ୍ଚଳିକ ବିକାଶରେ ସହଯୋଗ କରୁନି, ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ ଆଦୌ ସମିଚୀନ ନୁହେଁ । ତେଣୁ କେନ୍ଦ୍ର-ରାଜ୍ୟ ସରକାରମାନେ ମାନବିକତା ବିରୋଧୀ ଏହି ଲାଲବାହିନୀକୁ ମୂଳପୋଛ କରିବାର ଏକକ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ଆଉ ଭାଷଣରେ ନୁହେଁ, ଯିଏ ବନ୍ଧୁକର ଭାଷା ଭିନ୍ନ ଅନ୍ୟକିଛି ବୁଝେନା, ତାକୁ ଅନୁରୂପ ଜବାବ ଦେବାର ସମୟ ଆସିଛି । ମାଓବାଦୀମାନେ ବୁଝିବା ଦରକାର ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଦାବି ହାସଲ ଲାଗି ନିରୀହ ଜୀବନ ସହ ଖେଳିବାର ଅଧିକାର କାହାରିକୁ ଦିଆଯାଇନି । ଏକଦା ଆନ୍ଧ୍ର ମାଓବାଦୀଙ୍କ ଗଡ ଥିଲା । ଏବେ ବି ଓଡିଶା, ଛତିଶଗଡ, ଝାରଖଣ୍ଡ ଓ ମହାରାଷ୍ଟ୍ରରେ ଯେଉଁ ମାଓସଂଗଠନଗୁଡିକ ସକ୍ରିୟ ଅଛନ୍ତି ସେଗୁଡିକର ଆକ୍କାଆନ୍ଧ୍ରରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅତୀତରେ ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଥିଲେ । ତା’ପରଠାରୁ ‘ଗ୍ରେ ହାଉଣ୍ଡ’ ଅପରେସନ ଦ୍ୱାରା ମାଓବାଦୀଙ୍କ ଉପରେ ନିୟନ୍ତ୍ରଣ ମିଳିଥିଲା ଏବଂ ଆନ୍ଧ୍ରରେ ବହୁ ସଂଖ୍ୟକ ମାଓବାଦୀଙ୍କୁ ନିପାତ କରିବା ପରେ ଏହି ରାଜ୍ୟଟି ମାଓହିଂସାରୁ ଆପାତତଃ ମୁକ୍ତ ରହିଥିଲା । କିନ୍ତୁ ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ମାଓବାଦୀମାନେ ପୁଣି ଆନ୍ଧ୍ରରେ ସକ୍ରିୟ ହେଉଛନ୍ତି । ହେଲେ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ନକ୍ସଲ ଆନ୍ଦୋଳନକୁ ରାଜ୍ୟ ସରକାର ବନ୍ଧୁକମୁନରେ ଦୃଢ ଦମନ କରିଥିଲେ । ଏବେ ଏଥିରେ ଶିଥିଳତା ଦେଖିବାକୁ ମିଳିଥିଲା । ଆନ୍ଧ୍ରରେ ଗ୍ରେ ହାଉଣ୍ଡ ଅଭିଯାନ ପୁଣି ଆରମ୍ଭ ହେବା ଉଚିତ । ବିକାଶ ଆଳରେ ଜୁଲୁମ କରୁଥିବା ମାଓବାଦୀଙ୍କୁ ନିପାତ କରିବାରେ କେନ୍ଦ୍ର ସରକାର ମଧ୍ୟ ମାଓ ପ୍ରଭାବିତ ରାଜ୍ୟମାନଙ୍କୁ ଆହୁରି ଅଧିକ ସହାୟତା କରନ୍ତୁ । ମାଓବାଦୀ ମଧ୍ୟ ଜାଣି ରଖିବା ଉଚିତ ଯେ, ବିକାଶ ଆଳରେ ଜୁଲୁମ କରିବା ଓ ଚାନ୍ଦା ଆଦାୟ କରିବା କଷ୍ଟକର ନୁହେଁ, କିନ୍ତୁ ଲୋକଙ୍କ ଦୁଆରକୁ ଯାଇ ସେମାନଙ୍କ ହୃଦୟ ଜିଣି ବିକାଶ ନାଆଁରେ ସେମାନଙ୍କ ସମର୍ଥନ ହାସଲ କରିବା ଅତ୍ୟନ୍ତ କଷ୍ଟକର । ତେଣୁ ରାଜନୀତିର ରଣକ୍ଷେତ୍ରରୁ ପଳାୟନପନ୍ଥୀ ହୋଇ ସେମାନେ ଜଙ୍ଗଲ ଯୁଦ୍ଧ ଚଳାଇଛନ୍ତି । ଏହା ଯେ ଆଦିବାସୀ, ଦଳିତ, ପଛୁଆ ବର୍ଗ, ଉପାନ୍ତ ଓ ଦୁର୍ଗମ ଅଞ୍ଚଳର କୌଣସି ପ୍ରଗତି କରିପାରିବ ନାହିଁ ତାହା ଜନତା ତ ବୁଝିସାରିଲେଣି; ଲାଲ୍‍ବାହିନୀ ବୁଝୁ, ନଚେତ୍‍ ପୂର୍ବାଞ୍ଚଳରୁ ବିଲୁପ୍ତ ହୋଇସାରିଥିବା ଏହି ଉଗ୍ରବାଦୀ ସଂଗଠନ ଦେଶବ୍ୟାପୀ ମୂଳପୋଛ ହେବାକୁ ବେଷି ସମୟ ଲାଗିବନାହିଁ । ଏଠି ସେଠି ମଣିଷ ମାରୁଥିବା ମାଓବାଦୀଙ୍କୁ ବୀର ନ କହି କାପୁରୁଷ କୁହାଯାଉ ।

ଲାଲ ତାଣ୍ଡବ


ିଶାଖାପାଟଣା, ୨୩/୯ : କିଛି ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ଲାଲତାଣ୍ଡବ ଦେଖିବାକୁ ମିଳିଛି  । ଆନ୍ଧ୍ରପ୍ରଦେଶର ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଆନ୍ଧ୍ରର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୋମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି  । ଡୁମୁରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ କାରରେ ଫେରୁଥିବାବେଳେ ଥୁଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ  । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି  । ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ (୪୫) ଆରାକୁ ଆଦିବାସୀ ବହୁଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିବାବେଳେ ତାଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ଶିବେରୀ ସୋମା (୫୨) ବିଶାଖାପାଟଣା ଠାରୁ ୧୨୫ କି.ମି. ଥୁଟାଙ୍ଗୀ ଗ୍ରାମରୁ ଫେରୁଥିବାବେଳେ ସଶସ୍ତ୍ର ମାଓବାଦୀ ସେମାନଙ୍କ ଗାଡ଼ିକୁ ଅଟକାଇ ଗୁଳି କରିଥିଲେ  । ସେମାନଙ୍କ ମୁଣ୍ଡ ଓ ଛାତି ଉପରକୁ ଗୁଳିମାଡ଼ ହୋଇଥିଲା  । ଫଳରେ ଘଟଣାସ୍ଥଳରେ ହିଁ ସେଦୁହିଁଙ୍କ ମୃତ୍ୟୁ ଘଟିଥିଲା  । ସୂଚନାଥାଉ କି, ଆରାକୁରେ ୨୦୧୪ରେ ୱାଇଏସ୍‍ଆର୍‍ କଂଗ୍ରେସ ଟିକେଟ୍‍ରୁ ଲଢ଼ିଥିଲେ ସର୍ବେଶ୍ୱର ରାଓ ଏବଂ ଟିଡିପି ଟିକଟରୁ ଲଢ଼ିଥିଲେ ସୋମା  । କିନ୍ତୁ ସର୍ବେଶ୍ୱର ବିଜୟୀ ହୋଇଥିଲେ ଓ ପରେ ଟିଡିପିରେ ଯୋଗ ଦେଇଥିଲେ  । ଗତ ଜୁଲାଇ ମାସରେ ସର୍ବେଶ୍ୱରଙ୍କ ଶାଳକଙ୍କ ବିରୁଦ୍ଧରେ ଖଣି ଦୁର୍ନୀତି ଅଭିଯୋଗରେ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଥିଲେ  । ଏହି ଘଟଣାରେ ଆନ୍ଧ୍ର-ଓଡ଼ିଶା ସିପିଆଇ ମାଓ ସଂଗଠନର ହାତ ଥିବା ବିଶାଖାପାଟଣା ଡିଆଇଜି ସୂଚନା ଦେଇଛନ୍ତି  । ଏହି ଘଟଣା ପଛରେ ମାଓନେତା ରାମକ୍ରୀଷ୍ଣାର ହାତ ଥିବା କୁହାଯାଉଛି  । ଏହି ଘଟଣା ପରେ ବିଧାୟକଙ୍କ ସମର୍ଥକ ମାନେ ପୁଲିସର ଅବହେଳାକୁ ଦାୟୀ କରି ଡୁମୁରିଗୁଡ଼ା ପୁଲିସ ଥାନା ଜାଳି ଦେଇଥିବାବେଳେ ମାଓ ଆକ୍ରମଣରେ ନିହତ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଶବକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଛାଡ଼ୁନାହାନ୍ତି  । ପରେ ପରେ ଦୁଇ ପ୍ଲାଟୁନ ପୁଲିସ ଉକ୍ତ ଗାଁରେ ପହଞ୍ôଚଛନ୍ତି । ସମଗ୍ର ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଛି । ମାଓବାଦୀଙ୍କୁ ଧରିବା ପାଇଁ ଏଠାରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‍ ଆରମ୍ଭ ହୋଇଥିବାରୁ ମାଓବାଦୀମାନେ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଛି  । ଓଡିଶାର ଆଇଜି ଅପରେସନ୍‍ ଆର୍‍.ପି.କୋଚ୍ଚେ କହିଛନ୍ତି ଯେ, ଆନ୍ଧ୍ର ଘଟଣା ପରେ ଓଡ଼ିଶା ସୀମାରେ ନିରାପତ୍ତା ବୃଦ୍ଧି କରାଯାଇଛି  । ସୀମାରେ ଥିବା ସମସ୍ତ ପୁଲିସ ପୋଷ୍ଟକୁ ସଜାଗ କରାଯାଇଛି  । ବିଏସ୍‍ଏଫ୍‍, ଏସ୍‍ଓଜି ଏବଂ ସିଆର୍‍ପିଏଫ୍‍ ଯୱାନମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

Thursday 20 September 2018

ମାଓବାଦୀମାନେ ରିୟଲ ଇଷ୍ଟେଟରେ ଟଙ୍କା ବିନିଯୋଗ କରିଛନ୍ତି: ଏନ୍ଆଇଏ


ନୂଆଦିଲ୍ଲୀ,୨୦/୯ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ (ଏନ୍ଆଇଏ)ଏହାର ରିପୋର୍ଟରେ ଦର୍ଶାଇଛି ଯେ, ମାଓବାଦୀମାନେ ପୁରୁଣା କ୍ୟାଡରମାନଙ୍କ ଜରିଆରେ ରିୟଲ ଇଷ୍ଟେଟରେ ଟଙ୍କା ଲଗାଇଛନ୍ତି । ଦରକାର ସମୟରେ ରିୟଲ ଇଷ୍ଟେଟ ଏଜେନ୍ସିମାନେ ମାଓବାଦୀଙ୍କୁ ଟଙ୍କା ସାହାଯ୍ୟ କରୁଛନ୍ତି । କେବଳ ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟରେ ମାଓବାଦୀମାନେ ୧୨୫ କୋଟି ଟଙ୍କା ଲଗାଇଥିବା ଏନ୍ଆଇଏ ଦାବି କରିଛି । ପୂର୍ବରୁ ସମାନ ଘଟଣାରେ ୨୦୧୬ ନଭେମ୍ବରରେ ଝାଡଖଣ୍ଡ ପୋଲିସ ଏକ ମାମଲା ରୁଜୁ କରିଥିଲା । ଝାଡଖଣ୍ଡର ପୂର୍ବତନ ବିଧାୟକ ରମେଶ ସିଂ ମୁଣ୍ଡାଙ୍କ ହତ୍ୟା ଘଟଣାର ତଦନ୍ତ ପରେ ଜଣାପଡିଥିଲା ଯେ, ମାଓବାଦୀମାନେ କ୍ୟାସଭ୍ୟାନ ଲୁଟ କରି ୫ କୋଟି ଟଙ୍କା ଓ ସୁନା ଲୁଟିନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ । ୩ୟ ପ୍ରସ୍ତୁତି ରାଜ୍ୟ କମିଟି ମାଓ ସଂଗଠନ କୋଇଲା କମ୍ପାନୀଗୁଡିକରୁ ଟଙ୍କା ଆଦାୟ କରି ରିୟଲ ଇଷ୍ଟେଟ ଲଗାଇଥିବା ଜଣାପଡିଛି । ୧ ଟନ୍ କୋଇଲାରୁ ମାଓବାଦୀମାନେ ୪୦ ଟଙ୍କା ଆଦାୟ କରୁଥିବା ଏନ୍ଆଇଏ ଦର୍ଶାଇଛି । କେତେକ କ୍ଷେତ୍ରରେ ମାଓବାଦୀମାନେ ମଧ୍ୟସ୍ତଙ୍କ ଜରିଆରେ ଟଙ୍କା ଆଦାୟ କରୁଥିବା ଏନ୍ଆଇଏ ଉଲ୍ଳେଖ କରିଛି । ଝାଡଖଣ୍ଡରୁ ସୁଧାକର ଓ ମାଧବୀ ଗିରଫ ହେବା ପରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିଥିଲା । ମାଓବାଦୀମାନେ ମାରଣାସ୍ତ୍ର ଓ ବିସ୍ଫୋରକ ଜଙ୍ଗଲରେ ନରଖି ପାହାଡ଼ ନିକଟବର୍ତ୍ତି ଅଞ୍ଚଳରେ ଲୁଚାଇ ରଖୁଥିବା ଏନ୍ଆଇଏ ଦର୍ଶାଇଛି କେତେକ ଟପ୍ କ୍ୟାଡର ମାଓବାଦୀଙ୍କ ପିଲାମାନେ ଦାମୀ ସ୍କୁଲ କଳେଜରେ ପାଠ ପଢ଼ୁଥିବା ଏହି ରିପୋର୍ଟରେ ଉଲ୍ଳେଖ ରହିଛି । ଗତ ଫେବୃଆରରରେ ଝାଡଖଣ୍ଡର ମାଓ କମାଣ୍ଡର ସନ୍ଦିପ ଯାଦବଙ୍କ ୮୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । କାଶ୍ମୀରୀ ବିଚ୍ଛିନ୍ନତାରବାଦୀ, ଆତଙ୍କବାଦୀ ଓ ମାଓବାଦୀଙ୍କ ଅର୍ଥର ସ୍ରୋତ ଓ ସମ୍ପତ୍ତି ବିଷୟରେ ତଦନ୍ତ ପାଇଁ ଏନ୍ଆଇଏକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା ।

Wednesday 5 September 2018

अर्बन नक्सलियों पर स्वरा का विवादित बयान, ‘लोगों को सोचने के लिए सजा नहीं दी जा सकती’

बॉलीवुड एक्ट्रेस स्वरा भास्कर ने अर्बन नक्सल के पक्ष में बात कही है जो किसी विषेश समुदाय की भावना को आहत कर सकती है ! स्वरा ने एक इंटरव्यू में कहा कि, ‘आप किसी को उसके करने पर सजा दे सकते हैं लेकिन किसी के केवल सोच लेने पर आप उसे सजा नहीं दे सकते हैं। अगर ऐसे सिर्फ सोचने के लिए लोगों को जेल में डाला जाएगा तब तो सारी जेलें ही भर जाएंगी !’
बता दें कि पिछले दिनों भीमा कोरेगांव हिंसा से जुड़े मामलों में देश के कई हिस्सों में छापेमारी के बाद वामपंथी विचारकों की गिरफ्तारी हुई थी। इस कार्रवाई में पांच सामाजिक कार्यकर्ताओं गौतम नवलखा, वरवर राव, सुधा भारद्वाज, अरुण फरेरा और वरनोन गोंजाल्विस को गिरफ्तार किया गया था।
इनकी गिरफ्तारी के बाद हंगामा मच गया और मामला उच्चतम न्यायालय तक पहुंच गया। गिरफ्तार हुए पांच कार्यकर्ताओं में से तीन ऐसे हैं, जो पहले भी जेल जा चुके हैं। इनमें वरवर राव, अरुण फरेरा और वरनोन के नाम शामिल हैं।
बुधवार को उच्चतम न्यायालय ने इस केस में पांच विचारकों की गिरफ्तारी पर ५ सितंबर तक रोक लगा दी। कोर्ट ने कहा है कि पांचों विचारकों को उनके घर में नजरबंद रखा जाए। इस मामले में अगली सुनवाई ६ सितंबर को होगी।
स्त्रोत : चौथी दुनिया

Tuesday 4 September 2018

भीमा कोरेगांव : मुठभेड में मारे गए नक्सली कमांडर के अंतिम संस्कार में शामिल हुए थे वरवरा राव

वरवरा राव उन पांच कार्यकर्ताओं में शामिल हैं जिन्हें पुणे पुलिस ने भीमा कोरेगांव हिंसा में भूमिका होने के कारण से गिरफ्तार किया था। हालांकि उच्चतम न्यायालय के आदेश के बाद उन्हें घर में नजरबंद करके रखा गया है। वरवरा राव एक नक्सली कमांडर के अंतिम संस्कार में शामिल हुए थे जो कि पुलिस मुठभेड में मारा गया था। एक अंग्रेजी अखबार ने सुरक्षा एजेंसियों के सूत्रों के अनुसार लिखा है कि सीपीआई (माओवादी) कमांडर के अंतिम संस्कार में राव ने शिरकत की थी। इस माओवादी कमांडर को पुलिस ने महाराष्ट्र के गढचिरौली में अप्रैल में हुई मुठभेड में मार गिराया था।
सूत्रों ने आगे बताया कि, वह उस बैठक का हिस्सा थे जो सीपीआई (माओवादी) डिविजनल समिति के सदस्य कापुका प्रभाकर की पहली जयंती के मौके पर आयोजित की गई थी। कापुका को २०१६ में सुरक्षाबलों ने ओडिशा के मल्कानगिरी मुठभेड में मार गिराया था।
सुरक्षा एजेंसियों का कहना है कि राव के दस्तावेज बताते हैं कि वह माओवादी फ्रंट रिवोल्यूशनरी डेमोक्रेटिक फ्रंट के राष्ट्रीय अध्यक्ष और माओवादियों सहयोगियों के मुख्य समन्वयक हैं। उनकी उपस्थिति श्रीकांत उर्फ श्रीनू, दक्षिण गढचिरौली डिविजनल समिति के सचिव के अंतिम संस्कार में दर्ज थी। यह अंतिम संस्कार २५ अप्रैल को तेलंगाना के जयशंकर-भूपलपल्ली में हुआ था। श्रीकांत उन ३८ नक्सलियों में शामिल था जिसे कि २२ अप्रैल को मार गिराया गया था। गृहमंत्रालय ने इस ऑपरेशन को बेहद सफल करार दिया था।
२४ अक्टूबर २०१७ को राव उस स्मरणोत्सव बैठक में शामिल हुए थे जिसे कि आरडीएफ, रिवोल्यूशनरी राइटर्स एसोसिएशन और तेलंगाना प्राजा फ्रंट ने कापुका प्रभाकर की पहली जयंती के मौके पर आयोजित किया था। प्रभाकर सीपीआई (माओवादी) को इसी दिन २०१६ में एंटी-एलडब्ल्यूई ऑपरेशन में ओडिशा के मल्कानगिरी में मार गिराया गया था।
 स्त्रोत : अमर उजाला

Sunday 2 September 2018

यूपीए ने २०१३ में ‘अर्बन नक्सलियों’ को बताया था गरिल्ला आर्मी से भी खतरनाक


नई देहली : नक्सल लिंक को लेकर ऐक्टिविस्टों की गिरफ्तारी पर भले ही राहुल गांधी समेत तमाम विपक्षी दलों ने सरकार को घेरा है, परंतु २०१३ में यूपीए सरकार की ही राय मौजूदा कांग्रेस से उलट थी। तब यूपीए सरकार ने उच्चतम न्यायालय में हलफनाया दायर कर कहा था कि शहरी केंद्रों में अकादमिक जगत से जुडे कुछ लोग और ऐक्टिविस्ट ह्यूमन राइट्स की आड में ऐसे संगठनों को संचालित कर रहे हैं, जिनका लिंक माओवादियों से है। यही नहीं यूपीए सरकार ने इन लोगों को जंगलों में सक्रिय माओवादी संगठन पीपल्स लिबरेशन गरिल्ला आर्मी से भी खतरनाक बताया था।
यूपीए सरकार ने अपने ऐफिडेविट में कहा था कि, ये अर्बन नक्सल बडा खतरा हैं और सीपीआई माओवादी से जुडे हैं। यही नहीं सरकार ने कहा था कि कई मायनों में ये काडर गुरिल्ला आर्मी से भी अधिक खतरनाक हैं। बता दें कि पीपल्स लिबरेशन गुरिल्ला आर्मी सीपीआई माओवादी की ही एक सशस्त्र विंग है। २००१ से लेकर अब तक माओवादियों ने ५९६९ नागरिकों की हत्या की थी, २१४७ सुरक्षार्मियों की हत्याएं की हैं और पुलिस एवं केंद्रीय अर्धसैनिक बलों से ३५६७ हथियारों की लूट को अंजाम दिया है।
उस दौरान सुशील कुमार शिंदे के नेतृत्व वाले गृह मंत्रालय ने यह भी कहा था कि यदि इन लोगों के खिलाफ कानूनी कार्रवाई की जाती है तो इससे सरकार की नकारात्मक छवि बनेगी। इसकी वजह यह है कि इन अकादमिशियनों और ऐक्टिविस्ट्स की प्रॉपेगेंडा मशीनरी खासी प्रभावशाली है। यदि इनके खिलाफ कोई ऐक्शन लिया जाता है तो एजेंसियों के खिलाफ नकारात्मक प्रचार को बल मिलेगा।
‘किशोर समरीत बनाम भारत सरकार एवं अन्य’ के मामले में सरकार ने विस्तार से यह बताया था कि कैसे ऐक्टिविस्ट्स का संपर्क माओवादियों से है और किस तरह से अपनी अलग पहचान रखते हुए भी इन लोगों की ओर से उन्हें मदद की जाती है।
स्त्रोत : नवभारत टाइम्स

Saturday 1 September 2018

अर्बन नक्सलवाद ! जानें, कैसे आया यह शब्द और क्या है माओवादियों की रणनीति


पुणे (महाराष्ट्र) : माओवादियों से संबंधों के आरोप में मंगलवार को देशभर की अलग-अलग जगहों से पांच लोगों को गिरफ्तार किया गया, इसके बाद ‘अर्बन नक्सल’ के बारे में जमकर चर्चा हो रही है ! बता दें कि यह (अर्बन नक्सलवाद) माओवादियों की एक तरह की रणनीति होती है, जिसमें शहरों में नेतृत्व तलाशने, भीड जुटाने, संगठन बनाने और लोगों को इकट्ठा करके उन्हें तमाम चीजें सामग्रियों के साथ-साथ प्रशिक्षण भी दिया जाता है !
कम्युनिस्ट पार्टी ऑफ इंडिया (माओवादी) के २००४ में ‘अर्बन पर्सपेक्टिव’ नाम से आए एक दस्तावेज आया, जिसमें इस रणनीति की चर्चा की गई। इस रणनीति के तहत शहरी क्षेत्रों में नेतृत्व तलाशने की कोशिश की जाती है। इस बारे में सुरक्षा एजेंसियों का मानना है कि माओवादी शहरों में अपना नेतृत्व तलाश रहे हैं। ऐसा माना जाता है कि इसी के चलते माओवादी नेता अकसर पढे-लिखे होते हैं !

यह है ताजा मामला

बता दें कि मंगलवार को पुणे पुलिस ने जनवरी में भीमा-कोरगांव दंगों के मामले में वरवर राव, सुधा भारद्वाज, गौतम नवलखा, वेरनोन गोन्जाल्विस और अरुण परेरा को गिरफ्तार किया था। जून में भी इसी तरह पांच लोगों को भीमा-कोरेगांव से जुडे मामले में गिरफ्तार किया था। पुलिस के अनुसार, इन लोगों के पास से एक लेटर बरामद हुआ, जिसमें प्रधानमंत्री की हत्या की साजिश की बात सामने आई !

२००४ के डॉक्युमेंट के अनुसार में सामने आई रणनीति

सुरक्षा एजेंसियों से जुडे सूत्रों ने बताया कि सीपीआई (माओवादी) अपने संगठन को मजबूत करने के साथ-साथ तकनीकी सहयोग, नेतृत्व और अन्य कार्यों के लिए शहरों पर ध्यान दे रही है ! २००४ में आए डॉक्युमेंट्स के अनुसार, शहरों में स्थित पार्टी का कार्य है कि वह शहरी लोगों को इकट्ठा करे और नेतृत्व को एक दिशा दें। यहां यह भी उल्लेख किया गया था कि इसमें मिडल क्लास कर्मचारियों, छात्रों, वर्किंग क्लास, बुद्धिजीवियों, महिलाओं, दलितों और अन्य धार्मिक अल्पसंख्यकों को जोडा जाए। इसी में संगठन को मजबूत करने के लिए इससे जुडे संगठन तैयार करने की जरूरत को भी महत्वपूर्ण बताया गया !
डॉक्युमेंट के अनुसार, यह भी जरूरी है कि संगठन मजबूत करने के साथ-साथ इसे बडा भी बनाया जाए। इसमें यह भी बताया गया कि सभी सेक्युलर ताकतों और धार्मिक अल्पसंख्यकों को ‘हिंदू फासीवादी ताकतों’ के खिलाफ खडा किया जाए। साथ ही साथ जरूरी सैन्य कार्रवाई को भी मुख्य बिंदु के रूप में बताया गया है। इसी में सैन्य रणनीति का भी उल्लेख किया गया है, जिसके तहत गांवों में पहले छोटे मिलिट्री बेस बनाने और धीरे-धीरे शहर पर कब्जा करने जैसी साजिशों के बारे में बताया गया है !
स्त्रोत : नवभारत टाईम्स